ଜୁନ ମଧ୍ୟାନ୍ତରରେ ଓଡିଶା ଛୁଇଁବ ମୌସୁମୀ। ସମ୍ବଲପୁର ବାସୀଙ୍କୁ ଘାରିଲାଣି କୃତ୍ରିମ ବନ୍ୟାର ଭୟ। ଅଧପନ୍ତରିଆ ହୋଇ ପଡିରହିଛି ଡ୍ରେନେଜ ବ୍ୟବସ୍ଥା। ସମ୍ବଲପୁର ବାସୀଙ୍କୁ ମୌସୁମୀକୁ ନେଇ ଖୁସି ହେବା ବଦଳରେ ଘାରିଛି କୃତ୍ରିମ ବନ୍ୟାର ଭୟ
#ArgusNews #Moonson #Odisha #Sambalpur #Flood #Drainageissue