ସମ୍ଵଲପୁର ଓ ବରଗଡ ଅଂଚଳରେ ଫେକ୍ ପୋଲିସ ଘଟଣାରେ ୨ ଜଣ ଅଭିଯୁକ୍ତକୁ ଗିରଫ କଲା ହୀରାକୁଦ ପୋଲିସ । ନିଜକୁ ଆଇଆଇସି ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଠକେଇ କରିବା ସହ ବିଭିନ୍ନ କାମ କରେଇଦେବା ନାଁରେ ପଇସା ଆଦାୟ କରୁଥିଲେ ।
#Sambalpur #Bargarh #Hirakudpolice #arrested #twoaccused #duplicatepolice #Odisha #ArgusNews