ସମ୍ ହସ୍ପିଟାଲ୍ରେ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏକ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି । ଯାହାକି ଭାରତରେ ପ୍ରଥମ ଓ ବିଶ୍ବରେ ୭ମ ବୋଲି କୁହାଯାଇଛି
#BBSR #SumHospital #Brainsurgery #Odisha #ArgusNews