#ସରକରାଙ୍କ_ଟିକା_ମିଛ_ଉପରୁ_ହଟିଲା_ପରଦା।
ଭର୍ତ୍ତୃହରିଙ୍କ କଠୋର ସମାଲୋଚନା ପରେ ସତ ମାନିବାକୁ ବାଧ୍ୟ ହେଲେ ସରକାର । ବାତ୍ୟା ଆଳରେ ଗୋଟିଏ ସପ୍ତାହ ଟେଣ୍ଡର ପ୍ରକିୟା ଘୁଞ୍ଚାଇବା ନାଟକରେ ପଡିଲା ଯବନିକା। ଗୋବ୍ଲାଲ ଟେଣ୍ଡର ନିଶାରୁ ବାହାରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ।
#ArgusNews #ArgusTv #Odisha #covid #Corona_Vaccine #Global_Tender