ମୟୁରଭଞ୍ଜର ଅସନବଣି ଗାଁ, ଜନଗଣନାରେ ଭୁଲ ଭାବେ ସାମିଲ ନ ହୋଇଥିବାରୁ ଲୋକଙ୍କୁ ମିଳୁନି ଯୋଜନାର ଲାଭ । ସେପଟେ ବଲାଙ୍ଗୀର ବାଗଦୋର ଗାଁରେ ନାହିଁ ରାସ୍ତା, ନାହିଁ ବିଜୁଳି, ମିଳୁନି ସ୍ବଚ୍ଛ ପାଣି । ଗାଁର ବିକାଶ ପାଇଁ ନେତାଙ୍କୁ କଡା ବିରୋଧ କରିଛନ୍ତି ଅଞ୍ଚଳବାସୀ
#Mayurbhanj #Asanbani #Underdevelopment #ArgusNews