ଉଠାଦୋକାନୀ ମାନଙ୍କ ପାଇଁ ଗୋଟିଏ ପଟେ ସରକାର କୋଭିଡ ସହାୟତା ଘୋଷଣା କରିଥିବାବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ମହାସଂଘ । ସଂଘ କହିଛି ସରକାରଙ୍କ ଏହି ଘୋଷଣା ପରେ 1 ଲକ୍ଷ 15 ହଜାରରୁ ଅଧିକ ଉଠା ଦୋକାନୀ ବାଦ୍ ପଡିଯିବେ
#ArgusNews #Odisha #NewsChannel #ArgusNewTV #street_Vendor