ସରକାରଙ୍କ ଟିକା କିଣା ଡ୍ରାମା କରୁଛନ୍ତି କି ?
ବିଦେଶୀ ଟିକା ଉତ୍ପାଦନକାରୀ କମ୍ପାନୀ ରାଜ୍ୟକୁ ସିଧା ଟିକା ବିକ୍ରି କରିପାରିବେନି। କେବଳ କେନ୍ଦ୍ରକୁ ହିଁ ବିକ୍ରି କରିପାରିବେ। ଏକଥା ସରକାର ଜାଣି ସୁଦ୍ଦା କାହିଁକି ଗ୍ଲୋବାଲ ଟେଣ୍ଡର କଲେ। ଏମିତି କିଛି ପ୍ରଶ୍ନ ପଚାରି ନିଜ ସଂପାଦକୀୟ ଲେଖାରେ ସରକାରଙ୍କୁ ଘାଇଲା କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ।
#ArgusNews #ArgusTv #Odisha #CoronaVaccine #Global_Tender