#ସରକାରଙ୍କ_ତଣ୍ଟିରେ_ପରିକ୍ରମା_କଣ୍ଟା
#ନିଷିଦ୍ଧାଞ୍ଚଳରେ_ରିସେପନସ_ସେଣ୍ଟରର_କଣ୍ଟା_ଏବେ_ସରକାରଙ୍କ_ପାଇଁ_ଅଡୁଆ_ପରିସ୍ଥିତି_ସୃଷ୍ଟି_କରିଛି
ନିଷିଦ୍ଧାଞ୍ଚଳରେ ରିସେପସେନ ସେଣ୍ଟର ନିର୍ମାଣ କରି ହରଡଘଣାରେ ସରକାର.. ଏବେ ରିସେପସେନ ସେଣ୍ଟରକୁ ନିୟନ୍ତ୍ରିତ ଅଂଚଳକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇ ପରୋକ୍ଷରେ ସରକାର ନିଜ ଭୁଲ ସ୍ବୀକାର କରିଥିବା ବେଳେ ସମ୍ବିତ ପାତ୍ର କଟାକ୍ଷ କରି କହିଛନ୍ତି ସରକାର କଣ ଆଉ କାନ ଧରି ବସ ଉଠ ହୋଇଥାନ୍ତେ I
#Shreemandira #ReceptionCenter #Heritagecorrdior #puri #Odisha #ArgusNews