#ସରକାରଙ୍କ_ଦାଦାଗିରି,#କୋମାରେ_କମିଶନ
#କମିଶନଙ୍କ_ନିର୍ଦେଶ_ପରେ_ବି_ହଟୁନି_ସରକାରୀ_ହୋଡିଂ
ରାଜ୍ୟ ସରକାରଙ୍କ ଦାଦାଗିରି । ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପରେ ବି ହଟୁନି ସରକାରୀ ହୋଡିଂ । 5 ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ପାଇଁ ଭ୍ୟାକ୍ସିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟିଲା ପରେ ବିରୋଧୀଙ୍କ ପ୍ରଶ୍ନ, ଓଡ଼ିଶାରେ ସରକାରୀ ପ୍ରଚାରରୁ କେବେ ହଟିବ ମୁଖ୍ୟମନ୍ତ୍ରୀଙ୍କ ଫଟୋ ।
#Bhubaneswar #stategovernment #ElectionCommission #hoarding
#Odisha #ArgusNews