ସରକାରଙ୍କ ନଜର ଆଢୁଆଳରେ ବାଲେଶ୍ୱରର ଆଲୁହା ଗ୍ରାମ । ବାତ୍ୟା ୟଶ୍ ପରେ ବି ଦେଖା ମିଳିନି ସରକାରୀ ଅଫିସରଙ୍କର । କ୍ଷୟକ୍ଷତ ଆକଳନ କଥା ତ ଦୂର ଆଲୁହରେ ପାଦ ପଡିନି କୌଣସି ମନ୍ତ୍ରୀଙ୍କର । ଶୁଣନ୍ତୁ କଣ କହୁଛନ୍ତି ଆଲୁହା ଗ୍ରାମବାସୀ...
#ArgusNews #Odisha #Balasore #cycloneyaaseffect #villagerproblem