ଖୁଲମ ଖୁଲା ଉଲଂଘନ କରିଚାଲିଛନ୍ତି ଠିକାଦାରl କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ଫଳକରେ ସମ୍ପୂର୍ଣ ବିବରଣୀ ଦେବା ନେଇ ନିୟମ ରହିଛି। ହେଲେ ଏଠି ବିନାଫଳକ ରେ ଚାଲିଛି କାର୍ଯ୍ୟ l ଗ୍ରାମର ଉନ୍ନତି କରଣ ଲାଗି ହେଉଥିବା ନାଳ ନିର୍ମାଣ କାର୍ଯ୍ୟରେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ଗ୍ରାମବାସୀ
#ArgusNews #Odisha #NewsChannel #ArgusNewsTV #Ganjam