#ସରକାରଙ୍କ_ବନ୍ଦର_ସ୍ବପ୍ନ।
ରାଜ୍ୟରେ ନଦିଭିତ୍ତିକ ବନ୍ଦରକୁ ମିଶାଇ 14 ଟି ଅଣ-ବୃହତ ବନ୍ଦର କରିବେ। ହେଲେ ମାତ୍ର 2ରେ ଅଟକିଛି ସରକାରଙ୍କ ପ୍ରତିଶ୍ରୁତି। ତେବେ ପ୍ରଶ୍ନ କାହିଁକି ଆଗେଇ ପାରୁନି ବନ୍ଦର ନିର୍ମାଣର କାମ.. କେଉଁଠି ରହିଛି ଅସୁବିଧା..ଦେଖିବା କେନ୍ଦ୍ରାପଡା ଓ ଅସ୍ତରଙ୍ଗରୁ ଅର୍ଗସର ଗ୍ରାଉଣ୍ଡ ରିପୋର୍ଟ
#ArgusNews #Odisha #NewsChannel #ArgusNewsTV #Kendrapada #Port #Odisha_Govt