#ସରକାରଙ୍କ_ଭୁଲ୍_ପାଇଁ_ସମ୍ବଲପୁର
#ରାଉରକେଲା_ମହାନିଗମରେ_ହୋଇନପାରେ_ନିର୍ବାଚନ
ସରକାରଙ୍କ ଭୁଲ ପାଇଁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ହୋଇ ନ ପାରେ ପୌର ନିର୍ବାଚନ । କୋର୍ଟ ଆଳରେ 8 ବର୍ଷ ହେବ ନିର୍ବାଚନ ଟାଳିଆସୁଥିବା ବେଳେ ଏବେ ଏହି ଦୁଇ ମହାନଗର ନିଗମ ନିର୍ବାଚନକୁ ନେଇ ହରଡ ଘଣାରେ ପଡିଛନ୍ତି ସରକାର । 3 ଟି ମହାନଗର ନିଗମର ମେୟର ନିର୍ବାଚନ ପାଇଁ ବି ଚିଠା ସଂରକ୍ଷଣ ତାଲିକା ପାଇଥିଲେ ବି ରାଉରକେଲା ଓ ସମ୍ବଲପୁର ମହାନଗର ନିଗମର ଆଇନଗତ ଅଡୁଆ ସୁତା ନୂଆ କେଁ ସୃଷ୍ଟି କରିଛି ।
#Sambalpur #Rourkela #metropolitan #corporations #municipalelections #OdishaCM #Odisha #ArgusNews