#ସରକାରୀ_କାର୍ଯ୍ୟାଳୟରୁ_କାନ୍ଦିକାନ୍ଦି_ଫେରିଲେ_ମହିଳା
ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି କାନ୍ଦି କାନ୍ଦି ଫେରିଲେ କେନ୍ଦ୍ରାପଡା ୧୫ନଂ ଜୋନର ସ୍ୱାଧୀନ ପ୍ରାର୍ଥୀ ।
#Odisha #ArgusNews #Kendrapada #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection