#ବାଉଁଶ_ପୋଲ_ଏକ_ମାତ୍ର_ଭରସା
ବୋରିଗୁମା ବ୍ଲକ କେରେକେଣ୍ଡା ଗାଁର ବାଉଁଶ ପୋଲ ଉପରେ ବିପଦପୂର୍ଣ୍ଣ ଯାତ୍ରା । ୩ ବର୍ଷ ହେଲା ସରୁନି ବ୍ରିଜ କାମ । ହାତରୁ ଖର୍ଚ୍ଚ କରି ୧୫ ଖଣ୍ଡ ଗାଁ ଲୋକେ ତିଆରି କଲେ ପୋଲ । ସାଧାରଣ ଲୋକଙ୍କ ଠାରୁ ଗର୍ଭବତୀ, ଶିଶୁ , ଛାତ୍ରଛାତ୍ରୀ, ବୃଦ୍ଧ ସମସ୍ତଙ୍କ ସାହାରା ଏହି ବାଉଁଶ ପୋଲ ।
#Koraput #boriguma #bamboobridge #Roadproblem #dangeroustravel #Odisha #ArgusNews