ଟ୍ରାନ୍ସପୋର୍ଟ ଅଧିକାରୀଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ । ମିଟିଂରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଝାଡିଲେ ଜନତା । ସରକାରୀ ଅଧିକାରୀଙ୍କୁ ନିୟମ କାନୁନ୍ ମାଫ୍ । ହେଲେ ଫାଇନ୍ ପକାଇ ଲୋକଙ୍କ ପକେଟ୍ ସାଫ୍ । ଏ ଦୃଶ୍ୟ ହେଉଛି ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ବୈଠକର ।
#Gajapati #TransportDepartment #Meeting #Paralakhemundi #Odisha #ArgusNews