#ସରକାରୀ_ଅଧିକାରୀ_ଲାଞ୍ଚ_ନେଉଥିଲେ_ସାବଧାନ।
ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଗିରଫ ହୋଇଛନ୍ତି OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ତେବେ ଏହାପରେ ଅନ୍ୟ ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସର ବରିଷ୍ଠ ଅଧିକାରୀଙ୍କ ଚେତାବନୀ ।
#Odisha #ArgusNews #VigilanceRaid #vigilance #Corruption