ସରକାରୀ ଅର୍ଥରେ ସବୁଜକରଣ ଅଭିଯାନ । ସ୍ମାର୍ଟ ସ୍କୁଲ ବାହାନାରେ ସବୁ ସ୍କୁଲକୁ ଏବେ ସରକାର ସବୁଜ କରୁଥିବା ବେଳେ ସରକାରୀ ଅଫିସକୁ ବି ସବୁଜ କରୁଛନ୍ତି । ଏମିତି ମନ୍ଦିର ବି ବାଦ ପଡୁନି । ଅତୀତରେ ବିଜେପି ନାଁରେ ଗେରୁଆ କରିବାର ଅଭିଯୋଗ ଆସିଥିବା ବେଳେ ଏବେ ବିଜେଡି ଦଳୀୟ ପ୍ରଚାର ପାଇଁ ସରକାରୀ ଅର୍ଥ ଶ୍ରାଦ୍ଦ କରୁଛି ବୋଲି ଆସିଛି ସାଘାଂତିକ ଅଭିଯୋଗ ।
#balangir #smartschool #greencolour #BJD #OdishaCM #Odisha #ArgusNews