#ସରକାରୀ_ଘରେ_ଚାଲୁଥିଲା_ରାଜାଙ୍କ_ରଙ୍ଗାରଙ୍ଗ_କାର୍ଯ୍ୟକ୍ରମ !
#ଘର_ଭିତରକୁ_କାହାକୁ_ନଥିଲା_ପ୍ରବେଶ_ଅନୁମତି
ସରକାରୀ ଘରେ ଚାଲିଥିଲା ରାଜାଙ୍କ ରଙ୍ଗ ମହଲ । ଟଙ୍କା ନେଇ ବାଣ୍ଟୁଥିଲେ ଘର । ସେହି ଘରେ ଅଫିସ ବନାଇ କାହାରିକୁ ପୂରାଇ ଦେଉନଥିଲେ ରାଜା । ଜଣେ କି ଦୁଇ ଜଣ ନୁହେଁ ଏମିତି ଶତାଧିକ ଲୋକଙ୍କଠାରୁ ଟଙ୍କା ନେଇ ଘର ବାଣ୍ଟିଥିବା କଥା ସାମ୍ନାକୁ ଆସିଛି ।
#Cuttack #governmenthouse #office #money #OdishaCM #Odisha #ArgusNews