ସରକାରୀ ଚାକିରୀ ବୟସ ସୀମା ବୃଦ୍ଧି ପ୍ରସଙ୍ଗରେ ବର୍ଷିଲା କଂଗ୍ରେସ । ରାଜ୍ୟରୁ ବେକାରୀ ହଟାଇବା କେବଳ ବାହାନା, ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ହୋଇଛି ନିଷ୍ପତ୍ତି । ସରକାରୀ ଚାକିରୀ ବୟସ ସୀମା ୩୨ରୁ ୩୮କୁ ବୃଦ୍ଧି ନେଇ କ୍ୟାବିନେଟରେ ନିଷ୍ପତ୍ତି ।
#Congress #PressMeet #unemployment #panchayatelections #GovernmentEmployees #ArgusNews