#ସରକାରୀ_ଯୋଜନାରୁ_ବଞ୍ଚିତ_କୁରାଗୁଡା_ଓ_ଧୋବଣିଖୋଲ_ଗ୍ରାମ
ପଞ୍ଚାୟତ ମୂଖ୍ୟାଳୟଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଛି ଏହି ଦୁଇ ଗାଁ । ତଥାପି ପ୍ରଶାସନର ଦୃଷ୍ଟି ଆଢୁଆଳରେ । ବାରମ୍ବାର ଅଭିଯୋଗ ପରେ ବାଧ୍ୟ ହୋଇ ଗାଁ ଲୋକ ମିଶି ନାଳ ଉପରେ ଏକ କାଠପୋଲ ତିଆରି କରିଛନ୍ତି । ଗାଁକୁ ଶୀଘ୍ର ରାସ୍ତା ନିର୍ମାଣ ଏବଂ ପାନୀୟ ଜଳ ବ୍ୟବସ୍ଥା କରା ନ ଗଲେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ଗ୍ରାମବାସୀ ।
#goverment #kandhamala #kuraguda #dhabanikhal #woodpol #PanchayatElection2022 #OdishaElection2022 #Election2022 #OdishaNirbachan2022 #Odisha #ArgusNews