ପଂଚାୟତକୁ ଆସୁଛି ଯୋଜନା ପରେ ଯୋଜନା । କିନ୍ତୁ ପହଂଚିପାରୁନି ଯୋଗ୍ୟ ହିତାଧିକାରୀଙ୍କ ପାଖରେ । ଆବାସ ଯୋଜନା ଠାରୁ ଆରମ୍ଭ କରି ପାଇଖାନା ଓ ବାର୍ଦ୍ଧକ୍ୟ ଭତା ଭଳି ଅନେକ ଯୋଜନା ଏଠି ହେଉଛି ବାଟମାରଣା ।
#jajpur #Corruption #HousingSchemes #toiletScam #allowances #govtyojanafailed #Odisha #ArgusNews