#ସରକାରୀ_ରାଜକୋଷରେ_ଚୂନ
#ବଡଧରଣର_ଲୁଟ୍_ପାଇଁ_ବଡ_ଚକ୍ରାନ୍ତ
ରାଜନେତା, ଅଫିସର ଓ ଠିକାଦାରଙ୍କ ମେଳି । ଆଉ ଚାଷୀଙ୍କ ଟଙ୍କା ସ୍ୱାହା କରିବା ପାଇଁ ବଡ ଯୋଜନା । ଦେଖନ୍ତୁ କେମିତି ଚାଲିଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କାମ । ଏ ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ।
#loot #Gajapati #Irrigationproject #construction #politicians #Corruption #ArgusNews