କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଦିଘି ଗାଁର ରାଣୀଲତା ବାରିକ । ନାଁ ସିନା ରାଣୀ ଭାଗ୍ୟ କିନ୍ତୁ ତାଙ୍କୁ କରିଦେଇଛି ଦୟନୀୟ। ସମସ୍ୟା ଯେମିତି ତାଙ୍କ ଚାରିପଟେ ଘରି ରହିଛି । ଝାଟି ମାଟିର ଏଇ କଚ୍ଚା ଘରେ ରହିବାକୁ ଯାଗା ନଥିବାରୁ ଅଗଣାରେ ରୋଷେଇ କରନ୍ତି ଗାଣୀ
#Kendrapada #Rajnagar #RanilataBarik #paccaghara #OdishaGovt #ArgusNews