ସରକାରୀ ସହାୟତା ଦିଅ ନଚେତ ଆମେ ଭୋଟ ବର୍ଜନ କରିବୁ । ରାସନ କାର୍ଡ ଭତ୍ତା ନ ଯୋଗାଇଦେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ରାମଗଡ଼ ପଞ୍ଚାୟତ ବରପଲ୍ଲୀ ଏବଂ ଝାଟିପଦର ଗ୍ରାମବାସୀ । ଦେଖିବା ଏହି ରିପୋର୍ଟ
#govtbenefit #Rationcard #PanchayatElection #Ganjam #Ramgada #ArgusNews