#ସରକାର_ଆମ_ଦୁଃଖ_ବୁଝନ୍ତୁ
#ଆମେ_ଅନେକ_କ୍ଷତି_ସହିଲୁ
#ଦୟାକରି_ସରକାର_ଆମ_ଦାବି_ପୂରଣ_କରନ୍ତୁ
ଗତ ୫ତାରିଖରେ କୋରନା କଟକଣା ରେ ଖୋଲିଲା ସିନେମା ହଲ। ହେଲେ ହଲକୁ ଆସିଲାନି ନୂଆ ସିନେମା । ତେଣୁ ହଲ ଉପରେ ନିର୍ଭର କରି ଚଳୁଥିବା କର୍ମଚାରୀଙ୍କ ଦୁଃଖ ବୁଝିବା ସହ ସପ୍ତାହନ୍ତା ସଟଡାଉନ ହଟାଇବା ସହ ୫୦ ଦର୍ଶକ ପରିବର୍ତ୍ତେ ୧୦୦ ପ୍ରତିଶତ ଲୋକଙ୍କୁ ନେଇ ହଲ ଖୋଲିବାକୁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ ।
#ArgusNews #odisha #filmhall #COVID19 #coronavirus #NewMoves CMO Odisha