#ଖତ_ଖାଉଛି_ଶୌଚାଳୟ
#କାମରେ_ଆସୁନି_ବିଶ୍ରାମଗାରା
#ହଇରାଣ_ସାଧାରଣ_ଜନତା
ସ୍ଵଚ୍ଛ ଭାରତ ମିଶନରେ କେନ୍ଦ୍ର ପଠାଉଛି କୋଟି କୋଟି ଟଙ୍କା । ହେଲେ ରାଜ୍ୟରେ ଏଭଳି ବିନିଯୋଗ ହେଉଛି ଅର୍ଥ । ଆଉ ଅବହେଳାରୁ ସାଧାରଣ ଲୋକ ପାଉନାହାଁନ୍ତି ଯୋଜନାର ଲାଭ
#Kalahandi #Toilet #Restroom #Govt #SwachhBharatMissionn #Odisha #ArgusNews