କୋଭିଡ ପରିଚାଳନା ରେ କଳିଙ୍ଗ ହସ୍ପିଟାଲ ରୋଗୀଙ୍କୁ ଲୁଟୁ ଥିବାର ସ୍ପଷ୍ଟ ଚିତ୍ର... 40 ଦିନରେ କୋଭିଡ ଟ୍ରିଟମେଣ୍ଟ ପାଇଁ 8ଲକ୍ଷ୍ୟ ର ଲମ୍ବା ବିଲ୍ ଦେଇ ରୋଗୀକୁ ସ୍ଥାନାନ୍ତର କରିବାକୁ ଜବରଦସ୍ତି କରୁଛି ହସ୍ପିଟାଲ
#ArgusNews #Odisha #NewsChannel #ArgusNewsTV #bhubaneswar #kalinga_Hospital #Corruption