ସରପଞ୍ଚଙ୍କ ନାଁରେ ମାଳ ମାଳ ଅଭିଯୋଗ । ସରପଞ୍ଚ ଓ ପଞ୍ଚାୟତ କର୍ମୀ ମିଶି ଖାଇଗଲେ ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା । ଏନେଇ ଜାତୀୟ ମାନବାଧିକାର କମିଶନ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଛନ୍ତି ତନାଘନା । ଗାଁରେ ପହଞ୍ଚି ଜାତୀୟ ମାନବାଧିକାର କର୍ମୀଙ୍କ ନେତୃତ୍ବରେ ଏକ ଟିମ୍ ତଦନ୍ତ କରିଛନ୍ତି । ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ରୋହିଲା ପଂଚାୟତର ସରପଞ୍ଚ ଓ ପଞ୍ଚାୟତ କର୍ମୀଙ୍କ ନାଁରେ ଆସିଥିଲା ସଙ୍ଗୀନ ଅଭିଯୋଗ ।
#MGNREGAscam #Corruption #HousingScheme #NationalHumanRightsCommission #Angul #Sarpanch #panchayatworkers #Odisha #ArgusNews