ସରପଞ୍ଚ ହେବତ ଏମିତି ! ବ୍ରହ୍ମଗିରିର ରାଧାରାଣି ଦଳାଇ ଯେମିତି । ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରଖିଲେ ମହିଳା ସରପଞ୍ଚ। ନିର୍ବଚନ ପୂର୍ବରୁ ନିଜ ପଞ୍ଚାୟତକୁ ସ୍ବଚ୍ଛ ଓ ସୁନ୍ଦର ଭାବେ ଗଢିତୋଳିବାକୁ ଭୋଟରଙ୍କୁ ଦେଇଥିଲେ ପ୍ରତିଶ୍ରୁତି। ନିର୍ବାଚନ ଜିତିବାପରେ ଆରମ୍ଭ କରିଛନ୍ତି ''ସ୍ବଚ୍ଛ ବ୍ରହ୍ମଗିରି ଲକ୍ଷ୍ୟ ଆମରି'' ଅଭିଯାନ।
#Brahmapur #sarpanch #election #promise #Odisha #ArgusNews