ଚୋରକୁ ଦେଖିଲା ପରେ ବି କାହିଁକି ଚାପରେ ପୋଲିସ?
ଖୋଜିପାଉନି ନା, ଜାଣିଶୁଣି ସୁରକ୍ଷା ଦେଉଛି?
ଚୋରି ହେବାର ପ୍ରାୟ ମାସେ ବିତିଲାଣି । ନ୍ୟାୟ ତ ଦୂରର କଥା ଆଶ୍ବାସନା ବି ଦେଇପାରୁନି ପୋଲିସ । ଓଲଟା ଖାକିର ଗତିବିଧି ସନ୍ଦେହକୁ ବଢ଼ାଉଛି । ନିଜର ପୁଞ୍ଜି ହରାଇଥିବା ଦୋକାନୀ ଆଗକୁ ଆତ୍ମାହୂତୀ ଚେତାବନୀ ଦେଇଛନ୍ତି ।
#chori #chora #thief #Odisha #Puri #Nimapada #ChariChaka #ShopSmall #ArgusNews