ବିସ୍ଥାପିତ ହେଲେ ଦୁଃଖ ଭୋଗିଲେ । ମୁଖ୍ୟସ୍ରୋତରୁ ପାହାଡ଼ ଭିତରେ ହଜିଗଲେ । ରାଜ୍ୟ ସରକାର ମଧ୍ୟ ଭୁଲିଗଲେ, ପ୍ରଶାସନ ପାଖେ ଗୁହାରି ପରେ ବି ଅଣଦେଖା । ଦୀର୍ଘ ୪୦ ବର୍ଷ ହେଲା ଜଙ୍ଗଲୀ ଜୀବନ ବଞ୍ଚୁଥିବା ଆଦିବାସୀଙ୍କୁ କେବେ ମିଳିବ ସହାୟତା । ପ୍ରଶ୍ନ ପଚାରୁଛନ୍ତି ଇନ୍ଦ୍ରାବତୀ ଜଳଭଣ୍ଡାର ବିସ୍ଥାପିତ ।
#Kalahandi #Lanjigarh #displaced #Tribals #Homeless #Odisha #ArgusNews