#ସରୁନି_ଚାଷୀଙ୍କ_ଦୁଃଖ
#କେବେ_ମିଲରର୍ସ_ମନମାନି_ତ_ଆଉ_କେବେ_ଅଦିନିଆ_ବର୍ଷା
#ମଣ୍ଡି_ଓ_ଖଳାରେ_ଭିଜୁଛି_ଶହ_ଶହ_ବସ୍ତା_ଧାନ
କେଉଁଠି ଭିତ୍ତି ଭୁମିର ଅଭାବ ଯୋଗୁଁ କ୍ଷତି ସହୁଛନ୍ତି ଚାଷୀ ତ କେଉଁଠି ଭିତ୍ତିଭୁମି ଥାଇ ହେଉନି ବ୍ୟବହାର । ଚାଷୀଙ୍କ ପେଟରୁ କାଟି ସରକାର ଭିତ୍ତିଭୂମିର ବିକାଶ କରୁଥିବାବେଳେ ଚାଷୀ ଭିତ୍ତିଭୁମି ଅଭାବରୁ ନାହିଁ ନଥିବା କ୍ଷତି ସହୁଛି । କେଉଁଠି ମଣ୍ଡିରେ ମିଲର୍ସଙ୍କ ମନମାନୀ ଓ କଟନୀଛଟନୀ ଯୋଗୁଁ ଧାନ ଉଠୁନି ।
#farmers #mandiissue #milars #OdishaCM #Odisha #ArgusNews