#ସରୁନି_ଚାଷୀର_ଦୁଃଖ
ରାତାରାତି ଜାଳି ଦେଲେ ୨୫ ବସ୍ତା ଧାନ । ଅମଳ କରି ରଖିଥିବା ଧାନକୁ ଘରକୁ ଆଣିବା ପାଇଁ ସଜାଡି ରଖିଥିଲେ ଚାଷୀ । ମଣ୍ଡି ସମସ୍ୟାରେ ରହୁଥିବା ବେଳେ ଏବେ ପୁଣି ହିଂସା ବିବାଦ । କ'ଣ ହେବ ?
#farmer #ricepacket #fire #mandi #Violence #Controversy #odisha #ArgusNews