ଭୁବନେଶ୍ବରରେ ଭଳିକି ଭଳି ଆମ୍ବ ଆଣି ବିକ୍ରି କରୁଛନ୍ତି ବିଭିନ୍ନ ଜିଲ୍ଲାର ଚାଷୀ । ରାଜଧାନୀ ବାସିନ୍ଦାଙ୍କ ପାଇଁ ଏହି ସୁଯୋଗ ଆଣିଦେଇଛି ଓରମାସ । ଏଥର ବିଭିନ୍ନ ଅନଲାଇନ ଫୁଡ୍ ଡେଲିଭରି ସଂସ୍ଥା ମାଧ୍ୟମରେ ଆମ୍ବ କିଣି ପାରିବେ ରାଜଧାନୀ ବାସୀ
#ArgusNews #Odisha #NewsChannel #ArgusNewsTV #bhubaneswar #mango