ଏବେ ମଧ୍ୟ ଅମ୍ରିତ୍ ଙ୍କ ଅବସ୍ଥା ସଙ୍କଟାପନ୍ନ । କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକ୍ମୋ ଚିକିତ୍ସା ପାଉଛନ୍ତି ଅମ୍ରିତ୍ ପ୍ରଧାନ । ୭୦ରୁ ଅଧିକ ଦିନ ଧରି ସେ ସେଠାରେ ଚିକିତ୍ସିତ ହେଉଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆହୁରି ୨ ମାସ ଲାଗିବ। ହେଲେ ପାଖରେ ସମ୍ୱଳ ନାହିଁ। ଏଥିପାଇଁ ଆଉ ଥରେ ସହାୟତା ଭିକ୍ଷା କରିଛନ୍ତି ଅମ୍ରିତ୍ ଙ୍କ ଭଉଣୀ।
#ArgusNews #Odisha #HelpforAmrit #ECMOTreatment #Corona #Healthproblem