#ସହି_ହେଉନି_କ୍ଷତି_ଫାଟି_ଯାଉଛି_ଛାତି
ବର୍ଷାରେ ଫସଲ ନଷ୍ଟ । ସରକାରୀ ସାହାଯ୍ୟ ନାହିଁ । ସହି ପାରୁନି ଚଷା ପୁଅ । ଫାଟି ଯାଉଛି ଛାତି । ଉଜୁଡା ବିଲରେ କିପରି କାନ୍ଦୁଛି ଚଷା ପୁଅ । ଦେଖନ୍ତୁ ଭାଇରାଲ ଭିଡିଓ ।
#ViralVideo #farmersissue #cropdestroyed #heavyrains #WaterLogging #ArgusNews