#ସାଇବର_ଠକଙ୍କ_ଟାର୍ଗେଟରେ_ରାସନ_କାର୍ଡ_ଧାରୀ
ଖାଦ୍ୟ ଯୋଗାଣ ବିଭାଗ ନାରେ ମାଗୁଛନ୍ତି ଆଧାରକାର୍ଡ ଓ ବ୍ୟାଙ୍କ ତଥ୍ୟ । ଚାଷୀଙ୍କୁ ସତର୍କ କଲେ ଯୋଗାଣ ବିଭାଗ ମନ୍ତ୍ରୀ । ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢ଼ିଚାଲିଥିବା ବେଳେ ଠକାମୀର ତରିକା ମଧ୍ୟ ବଦଳିବାରେ ଲାଗିଛି।
#ArgusNews #ArgusNewsTV #Odisha #CyberFraud #Rationcard