ସାଇବର ଠକଙ୍କ ନୂଆ ଫଣ୍ଡା । ଇଲେଟ୍ରୋନିକ୍ସ ପ୍ରଡକ୍ଟ ନାଁରେ ଠକେଇ । ସେୟାରରଲାଭ ଦେବାକୁ କହି ସାଇବର ଠକେଇ । ୫ ଶହ ରିଚାର୍ଜ କଲେ ହଜାରେ ଦେଲେ । ୩୦ ହଜାର ରିଚାର୍ଜ ପରେ, ଆକାଉଣ୍ଟ ବନ୍ଦ କଲେ । ୨୦ରୁ ଉର୍ଦ୍ଦ ଲୋକଙ୍କ ଠାରୁ ୨ କୋଟି ଚୂନ ମାରିଥିବା ଅଭିଯୋଗ ।
#Bhubaneswar #cybercrime #electronicsproducts #police #Odisha #ArgusNews