#ସାଇବର_ଠକଙ୍କ_ପାଖରେ_କାହିଁକି_ପହଞ୍ଚିପାରୁନି_ପୋଲିସ ?
ସାଇବର ଲୁଟେରା, ଲୋକଙ୍କୁ ଦେଉଛନ୍ତି ଚକମା। ତେବେ ଗତକାଲି ହାଇପ୍ରୋଫାଇଲ ସାଇବର ଲୁଟେରା ଗ୍ୟାଙ୍ଗ ଧରାପଡିବା ପରେ କିଭଳି ଚାଲିଥିବା ଠକେଇ ତାର ପର୍ଦ୍ଦାଫାଶ ହୋଇଛି। ପ୍ରି ଆକ୍ଟିଭେଟ ସିମ କିଣି ସାଇବର ଠକେଇର ଜାଲ ବୁଣୁଥିଲେ ଦୁର୍ବୃତ୍ତ।
#ArgusNews #Odisha #Bhubaneswar #cybercrime