ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି । ସାଇବର ଥାନାରେ ବର୍ଷା, ଏପଟେ ବର୍ଷାଙ୍କୁ ଟାର୍ଗେଟ୍ କରି ଅନୁଭବଙ୍କ ପୋଷ୍ଟ । ଡରିଗଲେ କି ଅନୁଭବ, ଛାନିଆ ହୋଇଗଲେ କି ଅନୁଭବ । ବର୍ଷାଙ୍କୁ ବଦନାମ କରୁଥିବା ପେଜ୍ ପଛରେ କିଏ ? କିଏ ସେ ଚକ୍ରାନ୍ତକାରୀ, ଖୋଲିଯିବନି ତ ପୋଲ୍ ?
#AnubhavMohanty #BarshaPriyadarshini #kendrapara #MP #BJD #Odisha #ArgusNews