ସାତକୋଶିଆକୁ ଆସୁଥିବା ମଣିଷମାନେ ସାଧାରଣତଃ ଟିକରପଡ଼ା ଏବଂ ବେହେରାସାହି ଘାଟ ହୋଇ ଭ୍ରମଣ ମଜା ନେଇ ଫେରିଥାଆନ୍ତି। ତେବେ ଟିକରପଡ଼ା ପହଞ୍ଚିବା ମଧ୍ୟରେ ରାସ୍ତାର ଉଭୟପାର୍ଶ୍ବରେ ରହିଛି ଅନେକ ମନଲୋଭା ଗାଁ। ଆଉ ସେହିଭଳି ଏକ ଗାଁ ଅଛି ୟାହାର ନାଁ କଟରଙ୍ଗ। ଯାହା ଏବେ ଉଚ୍ଛେଦ ହେବାକୁ ଯାଉଛି।
#Angul #Satakosia #sanctuary #KatrangVillage #demolished #announced #Odisha #ArgusNews