କୋଭିଡ କଟକଣାରେ ସାଧାରଣତନ୍ତ୍ର ଦିବସ ପାଳନ ଭିତରେ ଦେଖିବାକୁ ମିଳିଛି ହୃଦୟ ସ୍ପର୍ଶୀ ଚିତ୍ର । କୋଭିଡ ଯୋଗୁଁ ସ୍କୁଲ ଯାଇ ପାରୁନଥିବା ଛୋଟ ଛୋଟ ପିଲା ବ୍ୟାରି ଗେଟରେ ଝୁଲି ଗାନ୍ଧୀ ମାର୍ଗରେ ପ୍ୟାରେଡ ଦେଖିବାକୁ ଛିଡା ହୋଇଥିବା ଦେଖାଯାଇଛି ।
#Parade #covidguidelines #RepublicDay #children #Odisha #ArgusNews