ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ ଦିଲ୍ଲୀରେ ହାଇଟେକ୍ ସୁରକ୍ଷା ବ୍ୟବସ୍ଥା । ଫେସ୍ ରିକଗନିସନ୍ କୌଶଳ ବା ମୁହଁ ଚିହ୍ନଟ କୌଶଳ ଦ୍ବାରା ପ୍ୟାରେଡ୍ ସ୍ଥଳକୁ ଆସୁଥିବା ସମସ୍ତ ଲୋକଙ୍କ ଫଟୋଚିତ୍ର ରହିବ । ରାତି ପାହିଲେ ଦେଶ ପାଳନ କରିବ ଗଣତନ୍ତ୍ରଦିବସ ।
#Hightechsecurity #parade #paradeground #facerecognition #celebraterepublicday #republicday #delhi #photography #Odisha #ArgusNews