ସାଧାରଣ ଲୋକଙ୍କ ପାଇଁ ଗୋଟେ ନିୟମ ଆଉ ବଡ ବଡ଼ିଆଙ୍କୁ ମାଫ ।
11 ତାରିଖ ସନ୍ଧ୍ୟାରେ କୋଭିଡ ନିୟମ ଉଲଂଘନ କରି ରାଉରକେଲା କ୍ଲବ ଏବଂ ଜର୍ମାନ କ୍ଲବ ରେ ଚାଲିଥିଲା ମଦ ମାଂସ ର ଆସର। ଆରଏମ୍ସି ଏବଂ ପୋଲିସର ଆତର୍କିତ ଚଢ଼ାଉ ରେ ବନ୍ଦ ରୁମ ରୁ ଧରା ପଡ଼ିଥିଲେ ଅନେକ ବରିଷ୍ଠ ଅଧିକାରୀ । କିନ୍ତୁ ଏପର୍ଯ୍ୟନ୍ତ ନିଆଯାଇନି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ
#ArgusNews #Odisha #ArgusNewsTV #Rourkela #ClubSealed #Covidguideline