ସାଧାରଣ ଲୋକଙ୍କ ପାଇଁ ଲଞ୍ଚ ହେଲା ନିମାଇ ଡ୍ରଗ ରିମାଇଣ୍ଡର ଆପ। ଏହା ଗୁଗୁଲ ପ୍ଲେ ଷ୍ଟୋରରେ ସମସ୍ତେ ଡାଉନଲୋଡ଼ କରିପାରିବେ। ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ଏହା ଲଞ୍ଚ ହୋଇଛି। ଏହି ଆପ ଦ୍ବାରା ସବୁ ବର୍ଗର ଲୋକମାନେ ସହାୟତା ଓ ସୁନ୍ଦର ଜୀବନ ଶୈଳୀ ଆପଣେଇପାରିବେ ।
#bhubaneswar #DR #nimaiapp #NimaiDrug #Reminderapp #launched #Odisha #ArgusNews