କଥା ଦେଇ କଥା ରଖିଲେ କେନ୍ଦ୍ରମନ୍ତ୍ରୀ । 'ଐତିହ୍ୟ ପୋଷ୍ଟଅଫିସ' ହେବ ଝାରସୁଗୁଡ଼ାର ୧୨୯ ବର୍ଷ ପୁରୁଣା ଡାକଘର । ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
#AshwiniVaishnaw #DharmendraPradhan #Jharsuguda #HeritagePostOffice #OldPostOffice #Odisha #ArgusNews