#ସାନ୍ତାଳି_ଆଦିବାସୀଙ୍କୁ_ଧୋକା
#ପ୍ରତିଶ୍ରୁତିରେ_ରହିଗଲା_ପକ୍କାଘର_ସ୍ବପ୍ନ
ଯୋଜନାରୁ ବଞ୍ଚିତ କଙ୍କଡାଣି ଗ୍ରାମବାସୀ। ଏହି ପରିବାରରେ ଶତାଧିକ ସାନ୍ତାଳି ଆଦିବାସୀ ପରିବାର ବସବାସ କରିଥାନ୍ତି। ମାତ୍ର ଆବାସ ଠାରୁ ଆରମ୍ଭ ଭତ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷାରୁ ଗ୍ରାମବାସୀ ବଞ୍ଚିତ
#Mayurbhanj #Odisha #ArgusNews