ଯାହା ପୁଅକୁ ସାପ କାମୁଡେ, ତା ମା’ ପାଳ ଦଉଡି ଦେଖିଲେ ଡରେ। ଏଇ କେଇ ଯୋଡା ଶବ୍ଦରୁ ସାପ କାମୁଡାର ଭୟଙ୍କର ଦୁସ୍ଥିତି ଆଉ ଶିଶୁଟିଏ ପାଇଁ ମା’ର ଭଲପାଇବା ଆପଣ ବାରି ପାରୁଥିବେ। ଆପଣଙ୍କ ମୋବାଇଲ ସ୍କ୍ରିନରେ ଥିବା ଏହି ଦୃଶ୍ୟ ବି ଠିକ୍ ସେଇ ଯୋଡିଏ କଥା ଭିଡିଓରେ ଭିଡିଓରେ ବୁଝାଇବାକୁ ଯଥେଷ୍ଟ।
#snake #mother #children #Odisha #ArgusNews