ସାଫ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା । ବାଙ୍ଗଲାଦେଶରେ ହେବ ଉଣେଇସି ବର୍ଷରୁ କମ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ । ଦଳରେ ସ୍ଥାନ ପାଇଛନ୍ତି ସୁନ୍ଦରଗଡ଼ ସ୍ପୋର୍ଟ୍ସ ହଷ୍ଟେଲର ମଞ୍ଜୁ ।
#ManjuGanju #Sundergarh #FootballPlayer #SAFFWomenChampionship #Selection #ArgusNews